Prakruti Mishra is an Indian actress known for her work in Odia films and Hindi television. She is best known for her performance in the film Hello Arsi for which she won the National Film Award (Special Mention) in 2018 . She is also known for her roles in Hindi television shows and is known for her role as Devanyi In Jai Kanhaiya Lal Ki on Star Bharat, as Bitti in Bitti Business Wali on & TV and in the reality show of MTV Ace Of Space 2 in which she was 5th runner up. #arguspodcastwithsangram #SangramwithArgus #KichiKathaKichiBarta #ArgusDigital #PrakrutiMishra #odiaactress #IndianActress #65thNationalAwardWinner #Singer #Actor #actress #ollywoodactress #ManmathMishra #Odiafilms #OdishaStateFilmAward #InterviewWithPrakrutimishra #InterviewWithPrakruti ► Subscribe Now: http://tiny.cc/2cqk001🔔 Stay updated! Follow us on Instagram : https://www.instagram.com/argustvdigital/ Argus Digital is yet another initiative by Argus News to cater for the ever expanding needs and interests of viewers. The new digital channel will be in addition to the existing social media handles. The intent is to create more bandwidth at our end so that we can give you more information, videos, packages, among other things. To stay updated on-the-go, Visit Our Official Website: https://www.argusnews.in/ (Odia) Visit Our Official Website: https://argusenglish.in/ (English) iOS App: http://bit.ly/ArgusNewsiOSApp Android App: http://bit.ly/ArgusNewsAndroidApp Live TV: https://argusnews.in/live-tv/ Facebook: https://www.facebook.com/argustvdigital Youtube-https://www.youtube.com/@Argusdigital.official Instagram: https://www.instagram.com/argustvdigital/
ADVERTISEMENT
ମୁଁ ଅନେଇଛି କୋଉ ଦିନ ବର୍ଷା ପ୍ରିୟଦର୍ଶିନୀ ଆସିବେ😊😊😊😊....
ମୁଁ ବି ବାବୁଶାନ୍ ଙ୍କୁ ପ୍ରଶଂସା କରେ କିନ୍ତୁ ସେଇ ଘଟଣା ରେ ଉଭୟ ଙ୍କ ଦୋଷ ରହିଛି କିନ୍ତୁ ଏ ସମାଜ ସବୁ ଦୋଷ ଏକା ଝିଅ ଟି ଉପରେ ଲଦିଦେଲା । ବାବୁଶାନ୍ ତ ଜଣେ ପିତା , ଜଣେ ସ୍ୱାମୀ କିନ୍ତୁ ତାଙ୍କ ଦୋଷ କୁ ସମାଜ ପୁରା ଅଣଦେଖା କରିଦେଲା
ମୁଁ ବର୍ଷା ପ୍ରିୟଦର୍ଶିନୀ ଙ୍କୁ ଅପେକ୍ଷା କରିଛି ଦେଖିବା କୁ ତାଙ୍କୁ ଆଣନ୍ତୁ
ବର୍ଷା ପ୍ରିୟଦର୍ଶିନୀ ଆସିବେନି କାହିଁକି ନା ତାଙ୍କୁ ଯେତେବେଳେ ଦୁନିଆ ଏକା କରିଦେଲା ସେ struggles କଲେ.so ଏଠି ଆସି ସେ ମନ୍ତୁବ୍ୟ ରଖି ଫାଇଦା ନାହିଁ କାହିଁକି ନା silence is the best answer
ବର୍ଷା ପ୍ରିୟଦର୍ଶିନୀ ଙ୍କୁ next episode ରେ ଡାକିବାକୁ ଅନୁରୋଧ ❤
Next ବର୍ଷା ପ୍ରିୟର୍ଶିନୀଙ୍କୁ ଡାକନ୍ତୁ 🎉
ଏ ପୋଡକାଷ୍ଟ ଟା ୪ବର୍ଷ ଆଗରୁ ହେଇ ଥିଲେ ହୁଏତ ଲୋକ ମାନଙ୍କ ମନରେ ପ୍ରକୃତି ମିଶ୍ର ଙ୍କ ପାଇଁ ଏତେ ଘୃଣା ଆସି ନଥାନ୍ତା 😔by the way Odisha is proud of Prakruti Mishra 😍❤️
ବର୍ଷା ପ୍ରିୟଦର୍ଶିନୀ next
ବର୍ଷାପ୍ରିୟଦର୍ଶିନୀ ଙ୍କୁ ଡାକନ୍ତୁ.....
ବହୁତ୍ talentade ଝିଅ କେବଳ dicipline ର ଅଭାବ ରୁ ବିନା ଦୋଷ ରେ ତାକୁ ଅପରାଧୀ ସଜେଇ ଦିଆଗଲା ତଥାପି ଆଜି ସେ ଯେଉଁଠି ଅଛି ତାକୁ ଅନେକ ଅନେକ ଅଶ୍ରିବାଦ ❤❤❤❤❤ଅତି ସୁନ୍ଦର podcast
Emananku poadcast re na dakiki tk ebe r ossc osssc officer ku daki tk job and Education upare question karantu
Sir , କୁମାର ବାପି ଭାଇ ସିଙ୍ଗର ଙ୍କୁ ଡାକନ୍ତୁ 🙏🙏🙏🙏 କାରଣ ଏଭଳି କଣ୍ଠ ଶିଳ୍ପୀ ଓଡିଶା ପାଇଁ ଗର୍ବ 🙏🙏🫡
ସମାଜକୁ ଗଢ଼ି ତୋଳୁଥିବା ଜଣେ ଆଦର୍ଶ ଶିକ୍ଷକଙ୍କୁ ଅତିଥି ଭାବରେ ଆପଣଙ୍କ episode ରେ ଦେଖିଲେ ଆମେ ଖୁସି ହୁଅନ୍ତୁ ।
ବର୍ଷା ପ୍ରିୟଦର୍ଶିନୀ ଡାକନ୍ତୁ plz plz
Thik katha Babusan ku kain pacharagalani.... Very heart touching
Bahut sundar dilogs.. .. କଳାକାର ର କଳଙ୍କ ନାହିଁ ତ ସେ କି କଳାକାର ..??
ଭବିଷ୍ୟ ମାଳିକା କଥାବାଚକ ପରିବ୍ରାଜକ ପ୍ରମୋଦ କୁମାର ମହୋଦୟ ଙ୍କୁ PODCAST କୁ ଆଣିବା ପାଇଁ ମୋର ଅନୁରୋଧ ପ୍ରିୟ SARANGI SIR. ଏମିତି ଆଗକୁ ବଢ଼ିଚାଲୁ ଆପଣଙ୍କ PODCAST. ଧନ୍ୟବାଦ୍ SIR ❤❤❤❤❤🎉🎉
I really like prakruti Mishra ❤. She is very talented girl 😍
Such a talented Odia Girl. I am proud of you Prakruti Mishra
Indeed we are very much proud of her. She's bold and talented with a beautiful personality. Nobody asks any questions to Babushan, this is bcz of the patriarchal mindset of our Odia people.